| ହୀରା ମୋତି ମାଣିକ | |
|---|---|
| ନିର୍ଦ୍ଦେଶକ | ଅଭିଯାତ୍ରୀକ |
| ପ୍ରଯୋଜକ | ଜଲାଲ ଆଦେନୀ |
| କଳାକାର | ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଧୀର ବିଶ୍ୱାଳ, ହରିଶ ମହାପାତ୍ର, ଶୁଭ୍ରା ପତି |
| ସଙ୍ଗୀତ | ଶ୍ରୀବତ୍ସ ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୭୬ |
| ଦେଶ | |
| ଭାଷା | ଓଡ଼ିଆ |
ଅଭିଯାତ୍ରୀକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ହୀରା ମୋତି ମାଣିକ ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ[ସମ୍ପାଦନା]
ଓଡ଼ିଆ କଥାଚିତ୍ର ‘ହୀରା ମୋତି ମାଣିକ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ପ୍ରଶାନ୍ତ ନନ୍ଦ
- ମହାଶ୍ୱେତା ରାୟ
- ଧୀର ବିଶ୍ୱାଳ[୧]
- ଶୁଭ୍ରା ପତି
- ହରିଶ ମହାପାତ୍ର
ଆଧାର[ସମ୍ପାଦନା]
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 20 June 2017.
ବାହାର ଆଧାର[ସମ୍ପାଦନା]
- ହୀରା ମୋତି ମାଣିକ ଇଣ୍ଟରନେଟ ମୁଭି ଡାଟାବେସରେ