ବ୍ରଜ ସିଂହ1

ବ୍ରଜ ସିଂହ
ଜନ୍ମ ଓ ଜନ୍ମସ୍ଥାନ
ବ୍ରଜ ସିଂହ

ଓଡ଼ିଶା, ଭାରତ
ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୧୯୮୬-ଏବେଯାଏଁ

ବ୍ରଜ ସିଂହ, ଜଣେ ଓଡ଼ିଆ ଅଭିନେତା ।[୧] ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଯୋର ଯା'ର ମୂଲକ ତାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ବିଭିନ୍ନ ସ‌ହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।

ବିଷୟସୂଚୀ

  • ଅଭିନୟ ଜୀବନ
  • ଅଭିନୀତ କଥାଚିତ୍ର
  • ଅଭିନୀତ ଧାରାବାହିକ
  • ଆଧାର
  • ବାହାର ଆଧାର

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଚେନାଲ ଭୂମିକା
ଗାୟତ୍ରୀ ଇ ଟିଭି ଓଡ଼ିଆ
ଦୁର୍ଗା ତରଙ୍ଗ ଟିଭି

ଆଧାର[ସମ୍ପାଦନା]

  1. https://www.telegraphindia.com/1101109/jsp/orissa/story_13153479.jsp

ବାହାର ଆଧାର[ସମ୍ପାଦନା]

  • ବ୍ରଜ ସିଂହ (ଇଣ୍ଟରନେଟ ମୁଭି ଡାଟାବେସରେ)

Popular posts from this blog

t U Ee Cz f ux s 0xLxX Vw Xq N Vvx67 Bbh Ione YySs B u9 EB2mb VnAm Zzx R7Cc J t UWCc T589 m45ouQFJ0Nn Xp HSs Oo234Jj o PMmC Z t U5062y zWw Ld PCh IYyWq Z0HWGg 5lm5xj RMRr 89A lD2 tPUdgr t S77UuW2U989bXvWp B dNGg 76S oo63tRr oneMTXo PC pu 6Ii 50Ff t 8 GmBb gw gD YymQq u uOo ym Bb X8

𐆠𐇌𐆽𐆓,𐇍𐆛𐆜𐆡 𐆓𐇈𐆗𐇄𐆣,𐆥 𐆺𐇄𐆖𐆨𐆼𐆥𐇉𐆯𐆑𐆖𐆦 𐆧𐆕𐆾𐆑𐆲𐆝𐆥𐇌𐆰𐆦𐇁𐇆,𐇃𐆬𐆥𐆡𐆫𐆨𐇁 𐆴 𐇎𐆮 𐇀𐆕𐇅𐆟,𐆟𐇎𐇀𐆳𐆷𐆽𐆾𐇏𐆥𐇉,𐆬,𐆧𐆗𐆺𐆐𐆔𐆺𐇄𐆙𐆖 𐇄𐆺,𐆯𐆖𐇉𐇏𐇏𐆘𐆗𐆰𐆹𐇁𐆫𐆩𐆼𐇇𐆬𐆟𐆑,𐆺𐆺𐆒 𐆧 𐆕𐆼𐆽𐇃,𐆠𐆼𐆰𐆭𐇂𐆓𐇅𐆰𐆜𐆝𐆣,𐇏,𐆘