ବଣ୍ଡା ଭାଷା#Mmd EuSs

ବଣ୍ଡା
ରେମୋ
ସ୍ଥାନଭାରତ
Native ଭାଷାଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
Language family
ଅଷ୍ଟ୍ରୋଏସିଆଟିକ
  • ମୁଣ୍ଡା
    • ମାଲକାନଗିରି, କୋରାପୁଟ
      • ରେମୋ
        • ବଣ୍ଡା
ଲିପି
ଓଡ଼ିଆ
ଭାଷା କୋଡ଼
ISO 639-3bfw

ବଣ୍ଡା ଭାଷା (ରେମୋ ଓ ରେମୋସାମ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଆଦିବାସୀ ଜନଜାତିର ଭାଷା । ଏହା ପ୍ରଧାନତଃ ଜିଲ୍ଲାରେ କଥିତ । ୧୯୫୧ ଭାରତୀୟ ଜନଗଣନା ଅନୁସାରେ ଏହି ଭାଷାର ୨୫୬୮ ଜଣ ଭାଷାଭାଷୀ ଥିଲେ । [୨] ଏସାଆଇଏଲ ଅନୁସାରେ ଏହା ପରେ ୨୦୦୨ ବେଳକୁ ୯୦୦୦କୁ ବୃଦ୍ଧି ପାଇଛି ।[୩]

ବିଷୟସୂଚୀ

  • ବିଭାଗୀକରଣ
  • ଶବ୍ଦାବଳୀ
    • ୨.୧ ସମ୍ବନ୍ଧସୂଚକ ଶବ୍ଦାବଳୀ
  • ବାହାର ତଥ୍ୟ
  • ଆଧାର

ବିଭାଗୀକରଣ[ସମ୍ପାଦନା]

ବଣ୍ଡା ଭାଷା ଅଷ୍ଟ୍ରୋଏସିଆଟିକ ଭାଷା ପରିବାରର ମୁଣ୍ଡା ଭାଷାଗୋଷ୍ଠୀର ଦକ୍ଷିଣ ଉପବିଭାଗ ଅନ୍ତର୍ଗତ ଏକ ଆଦିବାସୀ ଜନଜାତି ଭାଷା । ବଣ୍ଡା ଭାଷା ପାଇଁ କୌଣସି ବିଧିବଦ୍ଧ ଲିପି ନଥିବା ବେଳେ ଓଡ଼ିଶାରେ ରହୁଥିବା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ବ୍ୟବହାର କରିଥାନ୍ତି । ଆଉ ଏକ ଦକ୍ଷିଣ ମୁଣ୍ଡା ଭାଷା ଗଦବା ସହ ସମାନତା ଥିବାରୁ ବଣ୍ଡା ଗୁତବ-ରେମୋ ଶାଖାର ।[୪]

ଶବ୍ଦାବଳୀ[ସମ୍ପାଦନା]

ସମ୍ବନ୍ଧସୂଚକ ଶବ୍ଦାବଳୀ[ସମ୍ପାଦନା]

ସମ୍ବନ୍ଧସୂଚକ ଶବ୍ଦସବୁରେ ପଶ୍ଚାତ୍ତାଲବ୍ୟ ନାସିକାଧ୍ୱନି (ŋ) ପ୍ରାୟତଃ ବ୍ୟବହାର ହୋଇଥାଏ । ବିଭିନ୍ନ ସମ୍ବନ୍ଧସୂଚକ ଶବ୍ଦ ବିଭିନ୍ନ ସ୍ଥାନରେ ବ୍ୟବହାର ହୋଇଥାଏ ।[୫]

ବଣ୍ଡା ଓଡ଼ିଆ ଅର୍ଥ ଇଂରାଜୀ ଅର୍ଥ[୫]
ba? ବାପା Father
iyɔŋ ମା Mother
remɔ ପୁରୁଷ Man
mpɔr ବର Husband
kunui ପତ୍ନୀ Wife
bɔrai ମାଉସୀ Aunt
busã ମଉସା Uncle
tata ଜେଜେବାପା/ଅଜା Grandfather
ya/iya ଜେଜେମା/ଆଈ Father's mother/Mother's mother
maŋ ବଡ଼ ଭାଇ Eldest brother
miŋ ବଡ଼ ଭଉଣୀ Elder sister
ile?ǐ ନାତି Grandchild
masɔ ପୁତୁରା Nephew

ବାହାର ତଥ୍ୟ[ସମ୍ପାଦନା]

  • Patricia Donegan & David Stampe’s Online Remo Dictionary
  • Remo to English Talking Dictionary

ଆଧାର[ସମ୍ପାଦନା]

  1. ବଣ୍ଡା at Ethnologue (18th ed., 2015)
  2. N. Gopalakrishnan, Linguistic Survey of India, p. 271
  3. "Bondo". Ethnologue. Retrieved 2017-05-04.
  4. Anderson, Gregory (2008). The Munda Languages. New York: Routledge. pp. 557–631. ISBN 9780415328906.
  5. ୫.୦ ୫.୧ Bhattacharya, Sudhibhushan (1970). "Kinship Terms in the Munda Language". Anthropos. 65: 444–465.

Popular posts from this blog

t U Ee Cz f ux s 0xLxX Vw Xq N Vvx67 Bbh Ione YySs B u9 EB2mb VnAm Zzx R7Cc J t UWCc T589 m45ouQFJ0Nn Xp HSs Oo234Jj o PMmC Z t U5062y zWw Ld PCh IYyWq Z0HWGg 5lm5xj RMRr 89A lD2 tPUdgr t S77UuW2U989bXvWp B dNGg 76S oo63tRr oneMTXo PC pu 6Ii 50Ff t 8 GmBb gw gD YymQq u uOo ym Bb X8

𐆠𐇌𐆽𐆓,𐇍𐆛𐆜𐆡 𐆓𐇈𐆗𐇄𐆣,𐆥 𐆺𐇄𐆖𐆨𐆼𐆥𐇉𐆯𐆑𐆖𐆦 𐆧𐆕𐆾𐆑𐆲𐆝𐆥𐇌𐆰𐆦𐇁𐇆,𐇃𐆬𐆥𐆡𐆫𐆨𐇁 𐆴 𐇎𐆮 𐇀𐆕𐇅𐆟,𐆟𐇎𐇀𐆳𐆷𐆽𐆾𐇏𐆥𐇉,𐆬,𐆧𐆗𐆺𐆐𐆔𐆺𐇄𐆙𐆖 𐇄𐆺,𐆯𐆖𐇉𐇏𐇏𐆘𐆗𐆰𐆹𐇁𐆫𐆩𐆼𐇇𐆬𐆟𐆑,𐆺𐆺𐆒 𐆧 𐆕𐆼𐆽𐇃,𐆠𐆼𐆰𐆭𐇂𐆓𐇅𐆰𐆜𐆝𐆣,𐇏,𐆘